ଅର୍ଥ : ଏକ ଆଭୂଷଣ ଯାହାକୁ ବିବାହିତା ନିଜ ଗଳାରେ ପିନ୍ଧେ ଏବଂ ଯାହାକୁ ସୌଭାଗ୍ୟ-ସୂଚକ ବୋଲି ବିଚାର କରାଯାଏ
ଉଦାହରଣ :
ଭାରତର କିଛି ଅଞ୍ଚଳରେ ବିବାହ ପରେ ମଙ୍ଗଳସୂତ୍ର ପିନ୍ଧିବାର ପ୍ରଥା ରହିଛି
ସମକକ୍ଷ : ମଙ୍ଗଳସୂତ୍ର
ଅନ୍ୟ ଭାଷାରେ ଅନୁବାଦ :
एक आभूषण जो विवाहिता अपने गले में पहनती है और जो सौभाग्य का सूचक माना जाता है।
भारत के कुछ क्षेत्रों में शादी के बाद मंगलसूत्र पहनने का रिवाज़ है।Jewelry consisting of a cord or chain (often bearing gems) worn about the neck as an ornament (especially by women).
necklace