ଅର୍ଥ : କେତେକ ବିଶେଷ ପ୍ରକାରର ଫଳ, ରସ, ଖାଦ୍ୟ, ଶସ୍ୟ ଆଦିକୁ ସଢ଼େଇ, ଛାଣି ବାହାର କରାଯାଉଥିବା ନିଶା ରସ
ଉଦାହରଣ :
ସେ ପ୍ରତିଦିନ ସଂଧ୍ୟାରେ ମଦ ପିଇ ଘରକୁ ଫେରେ
ଅନ୍ୟ ଭାଷାରେ ଅନୁବାଦ :
कुछ विशिष्ट प्रकार के फलों, रसों, अन्नों आदि को सड़ाकर उनका भभके से खींचकर निकाला जाने वाला नशीला रस।
वह प्रतिदिन शाम को शराब पीकर घर लौटता है।An alcoholic beverage that is distilled rather than fermented.
booze, hard drink, hard liquor, john barleycorn, liquor, spirits, strong drinkଅର୍ଥ : ଅଫିମ,ଭାଙ୍ଗ, ମଦ ଏବଂ ଦୁଦୁରା ମିଶ୍ରଣରେ ତିଆରି ହେଉଥିବା ଏକ ପାନୀୟ ମାଦକ ପଦାର୍ଥ
ଉଦାହରଣ :
କେତେକ ଲୋକ ବଗିଚାରେ ବସି ମଦିରା ପିଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
अफीम,भाँग,शराब और धतूरे के योग से बननेवाला एक मादक पेय पदार्थ।
कुछ लोग बाग में बैठकर मुदरा पी रहे हैं।