ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମଲ୍ଲିକାର୍ଜୁନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମଲ୍ଲିକାର୍ଜୁନ   ବିଶେଷ୍ୟ

ଅର୍ଥ : ଦ୍ୱାଦଶ ଜ୍ୟୋତିର୍ଲିଙ୍ଗମଧ୍ୟରୁ ଯେଉଁଟି ଆନ୍ଧ୍ରପ୍ରଦେଶର ପାତାଳଗଙ୍ଗା କୂଳରେ ଅବସ୍ଥିତ

ଉଦାହରଣ : ଭକ୍ତମାନେ ପାତାଳଗଙ୍ଗାରୁ ଜଳଆଣି ମଲ୍ଲିକାର୍ଜୁନଙ୍କୁ ଅଭିଷେକ କରନ୍ତି


ଅନ୍ୟ ଭାଷାରେ ଅନୁବାଦ :

बारह ज्योतिर्लिंगों में से एक जो आन्ध्रप्रदेश में पातालगंगा के किनारे स्थित है।

भक्तजन पातालगंगा से जल लाकर मल्लिकार्जुन का अभिषेक करते हैं।
मल्लिकार्जुन