ଅର୍ଥ : ଏକ ଜଳଜନ୍ତୁ ଯାହାର ଶରୀର ଉପରେ କାତି ଥାଏ ଏବଂ ଶ୍ୱାସ ନେବାପାଇଁ ଗାଲିସି ଥାଏ
ଉଦାହରଣ :
ମାଛଧରାଳିମାନେ ସମୁଦ୍ରରେ ମାଛ ଧରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
Any of various mostly cold-blooded aquatic vertebrates usually having scales and breathing through gills.
The shark is a large fish.