ଅର୍ଥ : ମାଲେସିଆ ନିବାସୀ
ଉଦାହରଣ :
ସେହି ମାଲେସିଆ ବାସୀ ସହ ଆମେ ଭଲ ଭାବରେ ପରିଚିତ
ସମକକ୍ଷ : ମାଲେସିଆ ବାସୀ
ଅନ୍ୟ ଭାଷାରେ ଅନୁବାଦ :
मलेशिया का निवासी।
उस मलेशियाई से हमारी अच्छी जान-पहचान है।A native or inhabitant of Malaysia.
malaysianଅର୍ଥ : ମାଲେସିଆରେ କୁହା ଯାଉଥିବା ଭାଷା
ଉଦାହରଣ :
ଭାରତୀୟ ଦୂତମାନଙ୍କୁ ମାଲେସିଆୟୀ ଭାଷା ଶିଖା ଯାଉଛି
ସମକକ୍ଷ : ମାଲେସିଆୟୀ, ମାଲେସିଆୟୀ ଭାଷା
ଅନ୍ୟ ଭାଷାରେ ଅନୁବାଦ :
मलेशिया में बोली जाने वाली भाषा।
भारतीय दूतों को मलेशियाई सिखाई जा रही है।ଅର୍ଥ : ମାଲେସିଆ ସହ ସମ୍ବନ୍ଧିତ ବା ମାଲେସିଆର
ଉଦାହରଣ :
ମାଲେସିଆନ୍ ପୋଲିସ୍ ଏକ ଚୋରା ବ୍ୟବସାୟୀଦଳକୁ ଧରିଲା
ଅନ୍ୟ ଭାଷାରେ ଅନୁବାଦ :