ଅର୍ଥ : ଜନ୍ମ ଓ ମରଣର ବନ୍ଧନରୁ ଜୀବର ମୁକ୍ତି ହେବାର ଅବସ୍ଥା
ଉଦାହରଣ :
ସାଧୁ ଲୋକଙ୍କର ମୋକ୍ଷ ପ୍ରାପ୍ତି ଘଟେ
ସମକକ୍ଷ : ଅମରପଦ, କୈବଲ୍ୟ, ନିର୍ବାଣ, ନିଷ୍କୃତି, ମୋକ୍ଷ, ମୋଚନ
ଅନ୍ୟ ଭାଷାରେ ଅନୁବାଦ :
जीव की जन्म और मरण के बंधन से छूट जाने की अवस्था।
सच्चे लोगों को मोक्ष की प्राप्ति होती है।(Hinduism and Buddhism) the beatitude that transcends the cycle of reincarnation. Characterized by the extinction of desire and suffering and individual consciousness.
enlightenment, nirvanaଅର୍ଥ : ମୃତ୍ୟୁର ଫଳସ୍ବରୂପ ସାଂସାରିକ କଷ୍ଟଭୋଗର ସମାପ୍ତି ଅଥବା ଏଥିରୁ ମିଳୁଥିବା ମୁକ୍ତି
ଉଦାହରଣ :
କ୍ଷୀଣରୋଗରେ ପୀଡିତ ଜୀବନରୁ ସେ ଦିନରାତି ମୁକ୍ତି କାମନା କରୁଛି
ଅନ୍ୟ ଭାଷାରେ ଅନୁବାଦ :
The act of reducing something unpleasant (as pain or annoyance).
He asked the nurse for relief from the constant pain.ଅର୍ଥ : ଦାୟିତ୍ବ, ଦେଣା ଆଦିରୁ ମୁକୁଳିବାର ଅବସ୍ଥା ବା ଭାବ
ଉଦାହରଣ :
ଅତିରିକ୍ତ କରଜରୁ ମୁକୁଳିବା ପାଇଁ ଘର ବିକିବା ଛଡା ଅନ୍ୟ ଗତିନାହିଁ
ସମକକ୍ଷ : ନିବୃତ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଧନ ଦେଇ ଖଲାସ କରିବା ବା ବନ୍ଧନମୁକ୍ତ କରିବାର କ୍ରିୟା
ଉଦାହରଣ :
ଧନ ନେଇବି ତାଙ୍କର ଏ ପର୍ଯ୍ୟନ୍ତ ବନ୍ଧନ ମୁକ୍ତି ହୋଇନାହିଁ
ସମକକ୍ଷ : ବନ୍ଧନ ମୁକ୍ତି
ଅନ୍ୟ ଭାଷାରେ ଅନୁବାଦ :
धन देकर छुड़ाने या बंधनमुक्त करने या कराने की क्रिया।
उनका फिरौती का वादा झूठा था।The act of freeing from captivity or punishment.
ransomଅର୍ଥ : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
ଉଦାହରଣ :
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
ସମକକ୍ଷ : ଉଦ୍ଧାର, ତାରଣ, ନିସ୍ତାର, ରକ୍ଷା
ଅନ୍ୟ ଭାଷାରେ ଅନୁବାଦ :
Recovery or preservation from loss or danger.
Work is the deliverance of mankind.ଅର୍ଥ : କୌଣସି ପ୍ରକାର ଜଂଜାଳ, ବନ୍ଧନ, ଝଂଝଟ ଇତ୍ୟାଦିରୁ ମୁକ୍ତ ହେବାର କ୍ରିୟା
ଉଦାହରଣ :
କୌଣସି ପ୍ରକାର ବନ୍ଧନରୁ ମୁକ୍ତି ହେବାର ଆଶା ସମସ୍ତଙ୍କର ଥାଏ
ସମକକ୍ଷ : ନିବୃତ୍ତି, ବନ୍ଧନ ମୁକ୍ତ, ବିମୁକ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी प्रकार के जंजाल, झंझट, पाश, बंधन आदि से मुक्त होने की क्रिया।
किसी भी प्रकार के बंधन से मुक्ति की आकांक्षा हर एक की होती है।