ଅର୍ଥ : କୌଣସି ସଙ୍ଗଠନର ସର୍ବଶ୍ରେଷ୍ଠ ନେତା ବା ପ୍ରଧାନ ବ୍ୟକ୍ତି
ଉଦାହରଣ :
ତେଲେଙ୍ଗାନା ଅଞ୍ଚଳର ସମସ୍ତ ମନ୍ତ୍ରୀ କଂଗ୍ରେସ୍ ମୁଖ୍ୟଙ୍କୁ ପୃଥକ ତେଲେଙ୍ଗାନା ରାଜ୍ୟ ପାଇଁ ଦାବିକଲେ
ଅନ୍ୟ ଭାଷାରେ ଅନୁବାଦ :
The highest leaders in an organization (e.g. the commander-in-chief and senior officers of the military).
high command, supreme headquartersଅର୍ଥ : ଯାହାକୁ ସବୁଠୁଁ ଅଧିକ ମହତ୍ତ୍ୱ ଦିଆଯାଏ
ଉଦାହରଣ :
ମୁଖ୍ୟ ତରଙ୍ଗ ଗୌଣ ତରଙ୍ଗଠାରୁ ଅଧିକ ବେଗରେ ଗତି କରେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଆବଶ୍ୟକ ହୁଏ
ଉଦାହରଣ :
ଆମ ଶରୀର ପାଞ୍ଚୋଟି ମୁଖ୍ୟ ତତ୍ତ୍ୱରେ ଗଠିତ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
Serving as an essential component.
A cardinal rule.ଅର୍ଥ : ଯାହା ବାକ୍ୟ ରଚନା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଓ ଯେଉଁଥିରେ ଅତିକମରେ ଗୋଟିଏ କର୍ତ୍ତା ଓ ଗୋଟିଏ କ୍ରିୟା ଥାଏ
ଉଦାହରଣ :
ମିଶ୍ରିତ ବାକ୍ୟରେ ଗୋଟିଏ ମୁଖ୍ୟ ଉପବାକ୍ୟ ଥାଏ
ସମକକ୍ଷ : ପ୍ରଧାନ
ଅନ୍ୟ ଭାଷାରେ ଅନୁବାଦ :
(of a clause) capable of standing syntactically alone as a complete sentence.
The main (or independent) clause in a complex sentence has at least a subject and a verb.