ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଲାୟମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଲାୟମ   ବିଶେଷଣ

ଅର୍ଥ : ଯାହା ଦୃଢ଼ ବା ଟାଣୁଆ ନୁହେଁ

ଉଦାହରଣ : ତାର ହାତ ବହୁତ ନରମ

ସମକକ୍ଷ : କୋମଳ, ନରମ, ମୃଦୁଳ


ଅନ୍ୟ ଭାଷାରେ ଅନୁବାଦ :

जो कड़ा या सख्त न हो।

उसके हाथ बहुत ही मुलायम हैं।
अप्रखर, आक्लिन्न, कोमल, गुलगुल, तनु, नरम, नर्म, मुलायम, मृदु, मृदुल, लतीफ़, सोमाल

Easily hurt.

Soft hands.
A baby's delicate skin.
delicate, soft

ଅର୍ଥ : ରେଶମୀ,ନରମ ଓ ଲମ୍ବା(ବାଳ)

ଉଦାହରଣ : ସୀତାର ବାଳ ମୁଲାୟମ


ଅନ୍ୟ ଭାଷାରେ ଅନୁବାଦ :

चिकना,मुलायम और लंबा (बाल)।

सीता के बाल सटकारे हैं।
सटकारा