ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୃଗଛାଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୃଗଛାଲ   ବିଶେଷ୍ୟ

ଅର୍ଥ : ହରିଣର ଚମଡ଼ା ଯାହା ପବିତ୍ର ବୋଲି ବିବେଚିତ ହେଉଥିଲା

ଉଦାହରଣ : କେତେକ ସାଧୁ ମୃଗଛାଲ ହିଁ ପିନ୍ଧୁଥିଲେ

ସମକକ୍ଷ : ମୃଗଚର୍ମ


ଅନ୍ୟ ଭାଷାରେ ଅନୁବାଦ :

हिरण का चमड़ा जिसे पवित्र माना जाता था।

कई साधु मृगछाला ही पहना करते थे।
चीर-चर्म, चीरचर्म, मृग-चर्म, मृग-छाला, मृगचर्म, मृगछाला

Leather from the hide of a deer.

deerskin