ଅର୍ଥ : କୌଣସି ହୋଟେଲ,ଜଳଖିଆ ଦୋକାନ ଆଦିରେ ମିଳୁଥିବା ଖାଦ୍ୟପଦାର୍ଥର ତାଲିକା
ଉଦାହରଣ :
ସେବକ ମେନୁ ଆଣି ଆମ ଆଗରେ ରଖିଦେଲା
ସମକକ୍ଷ : ତାଲିକା
ଅନ୍ୟ ଭାଷାରେ ଅନୁବାଦ :
किसी होटल, जलपान गृह आदि में मिलनेवाली खाद्य वस्तुओं की सूची।
बैरे ने मेनू लाकर हमारे आगे रख दिया।A list of dishes available at a restaurant.
The menu was in French.