ଅର୍ଥ : ମାଘମାସର ଅମାବାସ୍ୟା
ଉଦାହରଣ :
ମୌନୀ ଅମାବାସ୍ୟା ଦିନ ସୂର୍ଯୋଦୟ ପୂର୍ବରୁ ସଙ୍ଗମରେ ସ୍ନାନକରିବାଟା ବହୁତ ଶୁଭ ବୋଲି ବିଚାର କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
माघ मास की अमावस्या।
मौनी अमावस्या को सूर्योदय के पूर्व संगम में स्नान करना बहुत शुभ माना जाता है।