ଅର୍ଥ : ସାହିତ୍ୟରେ ଏକ ପ୍ରକାରର ଶବ୍ଦାଳଙ୍କାର ଯେଉଁଥିରେ ଗୋଟିଏ ଶବ୍ଦ ଏକାଧିକ ଥର ଆସେ ଏବଂ ସେମାନଙ୍କ ଅର୍ଥ ଭିନ୍ନଭିନ୍ନ ହୋଇଥାଏ
ଉଦାହରଣ :
ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତରେ ଓଡ଼ିଆ ଯମକ ଅଳଙ୍କାର ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
साहित्य में एक प्रकार का शब्दालंकार जिसमें एक शब्द एक से अधिक बार आता है और उसका अर्थ भिन्न-भिन्न होता है।
कनक कनक ते सौ गुनी मादकता अधिकाय में यमक है।