ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ୍କା, ବଳଦ ଗାଡି ଆଦିର ବମ ବା ଜୁଆଳିରେ ଥିବା କଣାରେ ଭର୍ତ୍ତି କରାଯାଉଥିବା ବାଡି
ଉଦାହରଣ : ଯୁଗ କୀଳକରେ ଯୋଚା ହୋଇଥିବା ପଶୁ ବନ୍ଧା ବା ଛନ୍ଦା ହୋଇଥାଆନ୍ତି ଯେଉଁ କାରଣରୁ ଗାଡି ଆଦିରେ ଯୋଚା ହୋଇଥିବା ପଶୁ ନିୟନ୍ତ୍ରଣରେ ରହନ୍ତି
ସମକକ୍ଷ : ସେଲ, ସେଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
एक्का, बैलगाड़ी आदि के बम या जुआठे के छेद में डालने का डंडा।
ସଂସ୍ଥାପନ କରନ୍ତୁ