ଅର୍ଥ : ସଂଗତ ହେବା ଅବସ୍ଥା ବା ଭାବ
ଉଦାହରଣ :
ପରିସ୍ଥିତିର ସଂଗତତା କାରଣରୁ ସେ ଜୀବନରେ ସଫଳ ହୋଇପାରିଲା
ସମକକ୍ଷ : ଉପଯୁକ୍ତତା, ସଂଗତତା, ସଙ୍ଗତତା, ସମ୍ବନ୍ଧ, ସାମଞ୍ଜସ୍ୟତା
ଅନ୍ୟ ଭାଷାରେ ଅନୁବାଦ :
Logical coherence and accordance with the facts.
A rambling argument that lacked any consistency.