ଅର୍ଥ : ରାଜା ଦଶରଥଙ୍କ ଯେଉଁ ପୁତ୍ରଙ୍କୁ ଭଗବାନଙ୍କ ଅବତାର ଭାବେ ଗ୍ରହଣ କରାଯାଏ
ଉଦାହରଣ :
ପ୍ରତ୍ୟେକ ହିନ୍ଦୁ ଶ୍ରୀରାମଙ୍କ ପୂଜା କରନ୍ତି
ସମକକ୍ଷ : ଜାନକୀରମଣ, ଦାଶରଥୀ, ରଘୁନନ୍ଦନ, ରଘୁବୀର, ରଘୁରାଜ, ରାମଚନ୍ଦ୍ର, ଶ୍ରୀରାମ, ସୀତାପତି
ଅନ୍ୟ ଭାଷାରେ ଅନୁବାଦ :
राजा दशरथ के पुत्र जो भगवान विष्णु के अवतार माने जाते हैं।
हिंदू श्री राम की पूजा करते हैं।