ଅର୍ଥ : ବରଗଛ ଜାତିର ଏକ ଗଛ
ଉଦାହରଣ :
ରବର ଗଛରୁ କ୍ଷୀର ଭଳି ଏକ ଧଳାପଦାର୍ଥ ବାହାରିଥାଏ ଯାହାକୁ ଶୁଖେଇ ରବର ତିଆରି କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
वट की जाति का एक वृक्ष।
रबड़ से दूध की तरह का एक सफ़ेद पदार्थ निकलता है जिसको सूखाकर रबड़ बनाया जाता है।