ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚକର ଉପରି ଭାଗ ଯେଉଁଥିରେ ଟାୟାର ଲାଗି ରହିଥାଏ
ଉଦାହରଣ : ସେ ବଜାରରୁ ସାଇକେଲର ରିମ୍ କିଣି ଆଣିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
चक्के का ऊपरी गोल भाग जिससे टायर जुड़ा रहता है।
The outer part of a wheel to which the tire is attached.
ଅର୍ଥ : ଯେଉଁ କାଗଜ ବିଡ଼ାରେ କୋଡ଼ିଏ ଦିସ୍ତା ଥାଏ
ଉଦାହରଣ : ସେ ଦୋକାନରୁ ଏକ ରିମ୍ କାଗଜ କିଣିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
कागज की वह गड्डी जिसमें बीस दस्ते होते हैं।
ସଂସ୍ଥାପନ କରନ୍ତୁ