ଅର୍ଥ : କାହା ଉପରେ ଲଗାଯାଇଥିବା ଦୋଷ
ଉଦାହରଣ :
ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍ ନୁହେଁ
ସମକକ୍ଷ : ଅପବାଦ, ଅପଯଶ, କଳଙ୍କ, କାଳିମା, ଦୋଷ
ଅନ୍ୟ ଭାଷାରେ ଅନୁବାଦ :
A false accusation of an offense or a malicious misrepresentation of someone's words or actions.
calumniation, calumny, defamation, hatchet job, obloquy, traducement