ଅର୍ଥ : ଲିପିବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
କୃଷକଟି ତା ପୁଅମାନଙ୍କଦ୍ୱାରା ଖଳା ଲିପାଉଛି
ଅନ୍ୟ ଭାଷାରେ ଅନୁବାଦ :
लीपने का काम किसी और से कराना।
किसन अपने बेटों से खलिहान लिपवा रहा है।
लिपवाना
Cover (a surface) by smearing (a substance) over it.
Smear the wall with paint.
Daub the ceiling with plaster.
daub,
smear