ଅର୍ଥ : ଯେଉଁ ଗ୍ୟାସ ପ୍ରଭାବରେ ଆଖିରେ ଲୁହ ଭର୍ତ୍ତି ହୋଇଯାଏ ଓ କଷ୍ଟ ହୁଏ
ଉଦାହରଣ :
ସିପାହୀମାନେ ଭିଡ଼କୁ ଛିନଛତ୍ର କରିବାପାଇଁ ଲୁହବୁହା ଗ୍ୟାସ୍ ଗୁଳା ଛାଡ଼ିଲେ
ଅନ୍ୟ ଭାଷାରେ ଅନୁବାଦ :
A gas that makes the eyes fill with tears but does not damage them. Used in dispersing crowds.
lachrymator, lacrimator, tear gas, teargas