ଅର୍ଥ : ଲେଖାଇବା କାମ
ଉଦାହରଣ :
ଗୁରୁଜୀ ପିଲାଙ୍କୁ ବର୍ଣ୍ଣବୋଧ ଲେଖାଇବା ପରେ ବର୍ତ୍ତମାନ ପଣିକିଆ ଲେଖାଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନ୍ୟ କାହାଦ୍ୱାରା ଲେଖିବାକାମ କରାଇବା
ଉଦାହରଣ :
ମାଆ ପିଲାଟିଦ୍ୱାରା ଚିଠି ଲେଖାଉଛନ୍ତି
ସମକକ୍ଷ : ଲିଖନ କରାଇବା, ଲିପିବଦ୍ଧ କରାଇବା
ଅନ୍ୟ ଭାଷାରେ ଅନୁବାଦ :