ଅର୍ଥ : ଯାହା ଅଶ୍ରୁରେ ଭର୍ତ୍ତି ହୋଇଛି
ଉଦାହରଣ :
ତାଙ୍କର ରାମକାହାଣୀ ଶୁଣି ମୋ ଆଖି ଅଶ୍ରୁପୂର୍ଣ୍ଣ ହୋଇଗଲା
ସମକକ୍ଷ : ଅଶ୍ରୁପୂର୍ଣ୍ଣ, ଅଶ୍ରୁଯୁକ୍ତ, ଡବଡବ, ଲୁହଭରା
ଅନ୍ୟ ଭାଷାରେ ଅନୁବାଦ :
जो अश्रु से भरा हुआ हो।
उसकी रामकहानी सुनकर मेरी आँखें अश्रुपूर्ण हो गयीं।