ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋହଡ଼ୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋହଡ଼ୀ   ବିଶେଷ୍ୟ

ଅର୍ଥ : ଭାରତର ପଞ୍ଜାବ, ହରିୟାନା ତଥା ହିମାଞ୍ଚଳ ପ୍ରଦେଶର କେତେକ ଅଞ୍ଚଳରେ ଜାନୁୟାରୀ ମଧ୍ୟ ଭାଗରେ ପାଳନ କରାଯାଉଥିବା ଏକ ପର୍ବ

ଉଦାହରଣ : ଲୋହଡ଼ୀ ପର୍ବରେ ରାତିରେ ନିଆଁ ଜାଳି ତା ଚାରି ପାଖରେ ନାଚ ହୁଏ


ଅନ୍ୟ ଭାଷାରେ ଅନୁବାଦ :

भारत के पंजाब, हरियाना तथा हिमाचल प्रदेश के कुछ हिस्सों में, जनवरी के मध्य में मनाया जानेवाला एक त्योहार।

लोहड़ी में रात को आग जलाकर उसके चारों ओर नाचते हैं।
लोहड़ी

A day or period of time set aside for feasting and celebration.

festival