ଅର୍ଥ : ଆବଶ୍ୟକ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଏହି ପଦ ପାଇଁ ଆବଶ୍ୟକତାରୁ ଅଧିକ ଆବେଦନ ପତ୍ର ମିଳିଛି ଏହି କାମ କରିବା ନିମନ୍ତେ ମୋପାଇଁ ତୁମର ଆବଶ୍ୟକତା ନାହିଁ
ସମକକ୍ଷ : ଆବଶ୍ୟକତା, ଦରକାର, ବାଞ୍ଛନୀୟ
ଅନ୍ୟ ଭାଷାରେ ଅନୁବାଦ :
Required activity.
The requirements of his work affected his health.