ଅର୍ଥ : ଯାହାପାଖରେ ବଳ କିମ୍ବା ଶକ୍ତି ଅଛି ବା ବଳିଷ୍ଠ
ଉଦାହରଣ :
ଅଶୋକ ଜଣେ ଶକ୍ତିଶାଳୀ ରାଜା ଥିଲେ ତାର ଅଭିନୟ ଖୁବ ବଳିଷ୍ଠ ଥିଲା
ସମକକ୍ଷ : ଦମ୍ଦାର, ବଳବନ୍ତ, ବଳିଷ୍ଠ, ଶକ୍ତିଶାଳୀ, ସଶକ୍ତ
ଅନ୍ୟ ଭାଷାରେ ଅନୁବାଦ :
जिसमें बल या शक्ति हो या जोरदार।
अशोक एक शक्तिशाली राजा थे।Having or showing great strength or force or intensity.
Struck a mighty blow.