ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶଲ୍ୟଶାସ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶଲ୍ୟଶାସ୍ତ୍ର   ବିଶେଷ୍ୟ

ଅର୍ଥ : ଯେଉଁ ଶାସ୍ତ୍ରରେ ଶରୀରର ବ୍ରଣକୁ ଚିରି ଚିକିତ୍ସା କରିବା ପଦ୍ଧତି ଉଲ୍ଲେଖ ଥାଏ

ଉଦାହରଣ : ମାଧବ ଶଲ୍ୟଶାସ୍ତ୍ର ପଢ଼ୁଛି

ସମକକ୍ଷ : ଶଲ୍ୟ ଚିକିତ୍ସା ଶାସ୍ତ୍ର


ଅନ୍ୟ ଭାଷାରେ ଅନୁବାଦ :

वह शास्त्र जिसमें शरीर में के फोड़े का चीर-फाड़ के द्वारा चिकित्सा का विधान होता है।

माधव शल्यशास्त्र का अध्ययन कर रहा है।
शल्य चिकित्सा शास्त्र, शल्य शास्त्र, शल्य-चिकित्सा शास्त्र, शल्य-शास्त्र, शल्यचिकित्सा शास्त्र, शल्यशास्त्र

The branch of medical science that treats disease or injury by operative procedures.

He is professor of surgery at the Harvard Medical School.
surgery