ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚନ୍ଦ୍ରମା ବା ତାହାର ଜ୍ୟୋତିର ଷୋହଳତମ ଭାଗ ବା ଅଂଶ
ଉଦାହରଣ : ପୂର୍ଣ୍ଣିମାର ଚନ୍ଦ୍ରମା ନିଜର ଷୋହଳ କଳାରେ ଯୁକ୍ତ ହୋଇଥାଏ
ସମକକ୍ଷ : କଳା, ଚନ୍ଦ୍ରକଳା, ଚନ୍ଦ୍ରରେଖା, ଶଶୀକଳା, ଶଶୀରେଖ
ଅନ୍ୟ ଭାଷାରେ ଅନୁବାଦ :हिन्दी
चंद्रमा या उसके प्रकाश का सोलहवाँ अंश या भाग।
ସଂସ୍ଥାପନ କରନ୍ତୁ