ଅର୍ଥ : ଯେ ବୃକ୍ଷଲତାକୁ ଖାଦ୍ୟରୂପେ ଗ୍ରହଣ କରେ
ଉଦାହରଣ :
ଶାକାହାରୀମାନଙ୍କୁ ମାଂସାହାରୀମାନଙ୍କ ଅପେକ୍ଷା ପଥୁରୀ ରୋଗ କମ୍ ହୁଏ
ସମକକ୍ଷ : ଶାକଜୀବୀ
ଅନ୍ୟ ଭାଷାରେ ଅନୁବାଦ :
Eater of fruits and grains and nuts. Someone who eats no meat or fish or (often) any animal products.
vegetarian