ଅର୍ଥ : ବାଲିରେ ଘଷି କାଟିବା ବା ଉପର ଅଂଶ କମ୍ କରିବା
ଉଦାହରଣ :
ସେ ଚାରା କାଟିବା ପାଇଁ ଛୁରୀରେ ଶାଣ ଦେଉଛି
ସମକକ୍ଷ :
ଦାଢ଼ କରିବା, ଧାର କରିବା, ଶାଣକରିବା, ଶାଣଦେବା
ଅନ୍ୟ ଭାଷାରେ ଅନୁବାଦ :
रेती से रगड़कर काटना या ऊपरी अंश कम करना।
वह चारा काटने के लिए गड़ासे को रेत रहा है।
रेतना
Make sharp or sharper.
Sharpen the knives.
sharpen