ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ଲତା ଯାହାର ଛୁଇଁ ତରକାରି କରି ଖିଆଯାଇଥାଏ
ଉଦାହରଣ : ଖେତରେ ଶିମ୍ବ ପତ୍ରଗୁଡ଼ିକୁ ପୋକ ଚରିଗଲେଣି
ସମକକ୍ଷ : ଶିମ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक लता जिसकी फली तरकारी के रूप में खाई जाती है।
Any of various leguminous plants grown for their edible seeds and pods.
ଅର୍ଥ : ତରକାରି ହେଉଥିବା ଏକ ପ୍ରକାରର ଫଳ
ଉଦାହରଣ : ତାକୁ ଶିମ୍ବ ତରକାରୀ ବହୁତ ଭଲ ଲାଗେ
एक प्रकार की फली जिसकी तरकारी बनती है।
Any of various seeds or fruits that are beans or resemble beans.
ସଂସ୍ଥାପନ କରନ୍ତୁ