ଅର୍ଥ : ମୁଣ୍ଡରେ ପିନ୍ଧା ଯାଉଥିବା ଗହଣା
ଉଦାହରଣ :
ଆଜିକାଲି ସ୍ତ୍ରୀଲୋକମାନେ ଅନେକ ପ୍ରକାର ଶିରୋଭୂଷଣ ଧାରଣ କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦେବତା ଓ ରାଜା ଆଦିଙ୍କ ମୁଣ୍ଡ ଉପରେ ଶୋଭାପାଉଥିବା ଏକ ଶିରୋଭୂଷଣ
ଉଦାହରଣ :
ରାଜାଙ୍କ ମୁଣ୍ଡରେ ମୁକୁଟ ଶୁଶୋଭିତ ହେଉଛି
ଅନ୍ୟ ଭାଷାରେ ଅନୁବାଦ :