ଅର୍ଥ : ଭଗବାନ ଶିବଙ୍କ ବଡ଼ ପୁତ୍ର ଯାହାଙ୍କୁ ଯୁଦ୍ଧର ଦେବତା ବୋଲି କୁହାଯାଏ
ଉଦାହରଣ :
ଦେବସେନାର ସେନାପତି ହେଉଛନ୍ତି କାର୍ତ୍ତିକ
ସମକକ୍ଷ : କାର୍ତ୍ତିକ, କାର୍ତ୍ତିକେଶ୍ୱର, କାର୍ତ୍ତିକେୟ, କୁମାର, ସ୍କନ୍ଧ
ଅନ୍ୟ ଭାଷାରେ ଅନୁବାଦ :
भगवान शिव के बड़े पुत्र जो युद्ध के देवता कहे जाते हैं।
कार्तिकेय देव सेना के सेनापति हैं।