ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଗୋଷ୍ଠୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଗୋଷ୍ଠୀ   ବିଶେଷ୍ୟ

ଅର୍ଥ : ଖୋଲା କଥାବାର୍ତ୍ତା ନିମନ୍ତେ ସାଧାରଣ ସଭା ବା ସମିତି

ଉଦାହରଣ : ସଂଗୋଷ୍ଠୀ କିଛି ସାଧାରଣ କଥା ଉପରେ ଆଲୋଚନା କରୁଛନ୍ତି

ସମକକ୍ଷ : ଗୋଷ୍ଠୀ, ଫୋରମ


ଅନ୍ୟ ଭାଷାରେ ଅନୁବାଦ :

खुली बातचीत के लिए आम सभा या समिति।

संगोष्ठी में कुछ आम बातों पर बहस हो रही है।
गोष्ठी, फोरम, संगोष्ठी

A public meeting or assembly for open discussion.

forum

ଅର୍ଥ : କୌଣସି ବିଷୟରେ ହେଉଥିବା କଥା ବାର୍ତ୍ତା

ଉଦାହରଣ : ସେଠାରେ ଯୌତୁକ ପ୍ରଥା ଉପରେ ଆଲୋଚନା ହେଉଛି

ସମକକ୍ଷ : ଆଲୋଚନା, ଗୋଷ୍ଠୀ, ଚର୍ଚ୍ଚା, ପରିଚର୍ଚ୍ଚା, ମିଟିଙ୍ଗ


ଅନ୍ୟ ଭାଷାରେ ଅନୁବାଦ :

किसी विषय पर की जाने वाली बात-चीत।

वहाँ दहेज प्रथा के ऊपर चर्चा की जा रही है।
गोष्ठी, चर्चा, चर्चा-परिचर्चा, परिचर्चा

An exchange of views on some topic.

We had a good discussion.
We had a word or two about it.
discussion, give-and-take, word