ଅର୍ଥ : ଏକ ସମୟରେ ଏକତ୍ରୀତ ହୋଇଥିବା ଗୋଟିଏ ପ୍ରକାରର ବସ୍ତୁ
ଉଦାହରଣ :
ନିଆଁ ଲାଗିବା କାରଣରୁ ସଂଗ୍ରହାଳୟରେ କିଛି ମହତ୍ତ୍ୱପୂର୍ଣ୍ଣ ସଂଗ୍ରହ ଜଳିଗଲା
ସମକକ୍ଷ : ସଂକଳନ
ଅନ୍ୟ ଭାଷାରେ ଅନୁବାଦ :
A collection of things that have been combined. An assemblage of separate parts or qualities.
combinationଅର୍ଥ : କୌଣସି ବସ୍ତୁଆଦିର ସଂଗ୍ରହ
ଉଦାହରଣ :
ତାଙ୍କ ପାଖରେ ସେହି ପୁସ୍ତକଗୁଡ଼ିକର ସଙ୍କଳନ ଅଛି
ସମକକ୍ଷ : ସଙ୍କଳନ
ଅନ୍ୟ ଭାଷାରେ ଅନୁବାଦ :
Several things grouped together or considered as a whole.
accumulation, aggregation, assemblage, collectionଅର୍ଥ : ଯେଉଁ ପୁସ୍ତକରେ ସାହିତ୍ୟଆଦିର ଗୋଟିଏ ଶ୍ରେଣୀ ସମ୍ବନ୍ଧିତ ଅନେକ ବିଷୟ ଏକତ୍ରିତ କରାଯାଇଥାଏ
ଉଦାହରଣ :
କଳ୍ପଲତା ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ନିବନ୍ଧ ସଙ୍କଳନ
ସମକକ୍ଷ : ସଙ୍କଳନ
ଅନ୍ୟ ଭାଷାରେ ଅନୁବାଦ :