ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସଂଯତ କରି ଆୟତ୍ତରେ ରଖିବା
ଉଦାହରଣ : ଦୁର୍ଗୁଣରୁ ରକ୍ଷା ପାଇବାପାଇଁ ମୁଁ ନିଜକୁ ବହୁତ ସମ୍ଭାଳିଛି
ସମକକ୍ଷ : କାବୁ କରିବା, ବଶ କରିବା, ସମ୍ଭାଳିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
रोककर वश में रखना।
ଅର୍ଥ : କୌଣସି ମନୋବେଗକୁ ରୋକିବା
ଉଦାହରଣ : ଜୀବନ -ମରଣ ତ ନିୟତିର ଖେଳ, ଆପଣ ଶୋକାକୁଳ ହୁଅନ୍ତୁ ନାହିଁ, ନିଜେ ନିଜକୁ ସମ୍ଭାଳନ୍ତୁ
ସମକକ୍ଷ : ଆୟତ୍ତ କରିବା, ସମ୍ଭାଳିବା, ସହିବା, ସ୍ଥିର ରହିବା
किसी मनोवेग को रोकना।
ସଂସ୍ଥାପନ କରନ୍ତୁ