ଅର୍ଥ : କୌଣସି ଅନ୍ୟ ପତ୍ର ସହିତ ଲଗା ବା ଯୋଡ଼ାହୋଇଥିବା ପତ୍ର ବା କାଗଜ
ଉଦାହରଣ :
ଅଧିକାରୀ ସଂଲଗ୍ନ ପତ୍ରଗୁଡ଼ିକ ଉପରେ ହସ୍ତାକ୍ଷର କଲେନାହିଁ
ଅନ୍ୟ ଭାଷାରେ ଅନୁବାଦ :
वह पत्र या कागज जो किसी अन्य पत्र के साथ लगा या जुड़ा हुआ है।
अधिकारी ने संलग्न-पत्रों पर हस्ताक्षर नहीं किया।