ଅର୍ଥ : ଏକ ମାତ୍ରା ଛନ୍ଦ
ଉଦାହରଣ :
ସଖୀର ପ୍ରତ୍ୟେକ ପାଦରେ ଚଉଦଟି ମାତ୍ରା ଏବଂ ଶେଷରେ ଗୋଟିଏ ମଗଣ ଅବା ୟଗଣ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସାହିତ୍ୟରେ ନାୟିକା ସହିତ ରହୁଥିବା ଯେଉଁ ସ୍ତ୍ରୀକୁ ନାୟିକା ନିଜ ମନର ସବୁ କଥା କହେ
ଉଦାହରଣ :
ରାଜକୁମାରୀ ନିଜ ସଖୀଙ୍କ ସହିତ ଉଦ୍ୟାନରେ ବାର୍ତ୍ତାଳାପ କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
साहित्य में नायिका के साथ रहनेवाली वह स्त्री जिससे वह अपने मन की सब बातें कहती है।
राजकुमारी अपनी सखी के साथ उद्यान में वार्तालाप कर रही थीं।