ଅର୍ଥ : ଇନ୍ଦିରା ଗାନ୍ଧିଙ୍କ କନିଷ୍ଠ ପୁତ୍ର ଓ ଜଣେ ରାଜନୀତିଜ୍ଞ
ଉଦାହରଣ :
ଏକ ଉଡ଼ାଜାହାଜ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁ ହୋଇଥିଲା
ସମକକ୍ଷ : ସଞ୍ଜୟ ଗାଂଧି
ଅନ୍ୟ ଭାଷାରେ ଅନୁବାଦ :
इंदिरा गाँधी के छोटे पुत्र जो एक राजनीतिज्ञ थे।
संजय गाँधी की मृत्यु एक हवाई दुर्घटना में हुई।