ଅର୍ଥ : ସଦାସର୍ବଦା ସତ୍ୟରେ ଅଟଳ ରହିବା ଲୋକ
ଉଦାହରଣ :
ହରିଶ୍ଚନ୍ଦ୍ର ଜଣେ ସତ୍ୟନିଷ୍ଠ ରାଜା ଥିଲେ, ସେ ଆଜୀବନ ସତ୍ୟରେ ଅଟଳ ଥିଲେ
ସମକକ୍ଷ :
ସତ୍ୟବାନ୍, ସତ୍ୟବ୍ରତ
ଅନ୍ୟ ଭାଷାରେ ଅନୁବାଦ :
सदा सत्य पर अटल रहनेवाला।
राजा हरिश्चन्द्र एक सत्यनिष्ठ व्यक्ति थे,वे आजीवन सत्य पर टिके रहे।
सत्यनिष्ठ,
सत्यव्रत