ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସତ୍ୟାଗ୍ରହୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସତ୍ୟାଗ୍ରହୀ   ବିଶେଷ୍ୟ

ଅର୍ଥ : ସତ୍ୟାଗ୍ରହ କରୁଥିବା ବ୍ୟକ୍ତି

ଉଦାହରଣ : ସତ୍ୟାଗ୍ରହରେ ଗାନ୍ଧିଜୀଙ୍କୁ ସହଯୋଗ କରିବାପାଇଁ ସବୁ ସତ୍ୟାଗ୍ରହୀ ଉପସ୍ଥିତ ହୋଇଗଲେ


ଅନ୍ୟ ଭାଷାରେ ଅନୁବାଦ :

सत्याग्रह करनेवाला व्यक्ति।

सत्याग्रह में गाँधीजी का साथ देने के लिए बहुत सारे सत्याग्रही उपस्थित हो गए।
सत्याग्रही

ସତ୍ୟାଗ୍ରହୀ   ବିଶେଷଣ

ଅର୍ଥ : ସତ୍ୟାଗ୍ରହ ସମ୍ବନ୍ଧୀୟ

ଉଦାହରଣ : ସତ୍ୟାଗ୍ରହୀ ନେତାମାନଙ୍କୁ ଦେଖିବାପାଇଁ ଲୋକମାନେ ଜମାହୋଇ ଗଲେ


ଅନ୍ୟ ଭାଷାରେ ଅନୁବାଦ :

सत्याग्रह संबंधी या सत्याग्रह का।

सत्याग्रही नेताओं को देखने के लिए भीड़ जमा हो गई।
सत्याग्रही

Abstaining (on principle) from the use of violence.

nonviolent