ଅର୍ଥ : ଯାହାର ଦଖଲ, କବ୍ଜା ବା ଅଧିକାର ହଟାଇ ଦିଆଯାଇଛି
ଉଦାହରଣ :
ଜମିଦାର କୃଷକକୁ ତାହାର ଜମିରୁ ବେଦଖଲ କରିଦେଲେ
ସମକକ୍ଷ : ଅଧିକାରଚ୍ୟୁତ, ଦଖଲହୀନ, ବେଦଖଲ
ଅନ୍ୟ ଭାଷାରେ ଅନୁବାଦ :
जिसका दखल, कब्जा या अधिकार हटा दिया गया हो।
जमींदार ने किसान को उसकी जमीन से बेदखल कर दिया।