ଅର୍ଥ : ଯେ କୌଣସି ବଂଶରେ ଜନ୍ମ ହୋଇଛି
ଉଦାହରଣ :
ଆମେ ମନୁଙ୍କ ବଂଶଧର
ଅନ୍ୟ ଭାଷାରେ ଅନୁବାଦ :
All of the offspring of a given progenitor.
We must secure the benefits of freedom for ourselves and our posterity.ଅର୍ଥ : କୋଣସି ଜୀବଜନ୍ତୁର ସନ୍ତାନ
ଉଦାହରଣ :
ପଶୁମାନଙ୍କ ଅପେକ୍ଷା ମନୁଷ୍ୟର ଶିଶୁ ନିଜ ବାପାମାଙ୍କ ଉପରେ ବହୁଦିନ ପର୍ଯ୍ୟନ୍ତ ନିର୍ଭରଶୀଳ ରହେ କୁତ୍ତି ତା ଛୁଆକୁ ଦୁଧ ପିଆଉଛି
ଅନ୍ୟ ଭାଷାରେ ଅନୁବାଦ :
किसी भी जीव-जन्तु की संतान।
पशुओं की अपेक्षा मनुष्य का बच्चा अपने माता-पिता पर अधिक दिनों तक आश्रित रहता है।ଅର୍ଥ : କାହାର ପୁଅ ବା ଝିଅ
ଉଦାହରଣ :
ସବୁ ସନ୍ତାନଙ୍କର କର୍ତ୍ତବ୍ୟ ହେଉଛି ନିଜ ପିତା-ମାତାଙ୍କ ସେବା କରିବା ଆପଣଙ୍କର କେତେ ଜଣ ପୁଅ-ଝିଅ ଅଛନ୍ତି?
ସମକକ୍ଷ : ପୁଅ-ଝିଅ, ସନ୍ତାନ ସନ୍ତତି
ଅନ୍ୟ ଭାଷାରେ ଅନୁବାଦ :