ଅର୍ଥ : ଆପୋସ ସନ୍ଧି ବା ମିଳାମିଶା କଥାନିଶ୍ଚିତ ହେବାପରେ ଯେଉଁ ପତ୍ରରେ ତାହା ସହିତ ସମ୍ବନ୍ଧିତଥିବା ସର୍ତ୍ତମାନ ଲେଖାଯାଏ
ଉଦାହରଣ :
ଦୁଇଦେଶର ରାଜାମାନେ ସନ୍ଧିପତ୍ରରେ ହସ୍ତାକ୍ଷର କଲେ
ସମକକ୍ଷ : ସଂଧିପତ୍ର
ଅନ୍ୟ ଭାଷାରେ ଅନୁବାଦ :
वह पत्र जिसमें आपसी संधि या मेल-जोल की बात निश्चित होने पर उससे संबंधित शर्तें लिखी जाती हैं।
दोनों देशों के राजाओं ने संधि-पत्र पर हस्ताक्षर किए।