ଅର୍ଥ : ସାତଋଷିଙ୍କ ସମୂହ
ଉଦାହରଣ :
ଗୌତମ,ଭରଦ୍ୱାଜ,ବିଶ୍ୱାମିତ୍ର,ଜମଦଗ୍ନି,ବଶିଷ୍ଠ,କଶ୍ୟପ ଏବଂ ଅତ୍ରି ଏମାନଙ୍କୁ ସପ୍ତଋଷି କୁହାଯାଏମହାଭାରତ ଅନୁସାରେ ମାରୀଚି,ଅତ୍ରି,ଅଙ୍ଗିରା,ପୁଲହ,କ୍ରତୁ,ପୁଲସ୍ତ୍ୟ ଏବଂ ବଶିଷ୍ଠ ଏ ହେଉଛନ୍ତି ସପ୍ତଋଷି
ସମକକ୍ଷ : ସପ୍ତଋଷି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ସାତୋଟି ତାରା ଏକାସାଥିରେ ଧ୍ରୁବର ପରିକ୍ରମା କରୁଥିବାବେଳେ ଉତ୍ତର ଦିଗରେ ଦେଖାଯାନ୍ତି
ଉଦାହରଣ :
ପ୍ରତି ରାତିରେ ସପ୍ତର୍ଷିମଣ୍ଡଳକୁ ଆକାଶରେ ଦେଖିହେବ
ସମକକ୍ଷ : ସପ୍ତଋଷି, ସପ୍ତର୍ଷିମଣ୍ଡଳ
ଅନ୍ୟ ଭାଷାରେ ଅନୁବାଦ :
A group of seven bright stars in the constellation Ursa Major.
big dipper, charles's wain, dipper, plough, wagon, wain