ଅର୍ଥ : ସଫା କରିବା କାମ
ଉଦାହରଣ :
ମନୋହର ଲୁଗା ସଫା କରିବାକୁ ଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କିଛି ନ ଲୁଚାଇ ବା ସ୍ପଷ୍ଟ ଭାବେ
ଉଦାହରଣ :
ମୁଁ ଯାହା କିଛି ବି କହିବି ସ୍ପଷ୍ଟ କରି କହିବି
ସମକକ୍ଷ : ଖୋଲା, ଖୋଲାଭାବେ, ନଲୁଚାଇ, ସଫା-ସଫା, ସ୍ପଷ୍ଟ, ସ୍ପଷ୍ଟକରି, ସ୍ପଷ୍ଟତଃ
ଅନ୍ୟ ଭାଷାରେ ଅନୁବାଦ :
बिना कुछ छिपाए या स्पष्ट रूप से।
मैं जो कुछ भी कहूँगा, स्पष्ट कहूँगा।ଅର୍ଥ : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
ଉଦାହରଣ :
ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ
ସମକକ୍ଷ : ଅନାବିଳ, ଅମ୍ଳାନ, ନିର୍ମଳ, ପବିତ୍ର, ବିମଳ, ବିଶୁଦ୍ଧ, ଶୁଦ୍ଧ, ସଫାସୁତରା, ସୁତରା, ସ୍ୱଚ୍ଛ
ଅନ୍ୟ ଭାଷାରେ ଅନୁବାଦ :
जिसमें किसी प्रकार का मल या दोष न हो।
वातावरण शुद्ध होना चाहिए।ଅର୍ଥ : ଗୌର ବର୍ଣ୍ଣର ବା ଯାହାଙ୍କ ରଙ୍ଗ ସଫା
ଉଦାହରଣ :
ବେଶି ଲୋକ ଗୋରୀ ବୋହୂ ପସନ୍ଦ କରନ୍ତି
ଅନ୍ୟ ଭାଷାରେ ଅନୁବାଦ :
गौर वर्ण का या जिसका रंग साफ़ हो।
ज्यादातर लोग गोरी बहू पसंद करते हैं।