ଅର୍ଥ : ସଫାସୁତୁରା କରିବା
ଉଦାହରଣ :
ପାଣିରେ ଫିଟିକିରି ପକାଇ ତାକୁ ପରିଷ୍କାର କରାଯାଏ
ସମକକ୍ଷ : ନିର୍ମଳ କରିବା, ପରିଷ୍କାର କରିବା, ସ୍ୱଚ୍ଛ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚାଞ୍ଛିବା ଯନ୍ତ୍ର ସାହାଯ୍ୟରେ ସଫା କରିବା
ଉଦାହରଣ :
କୃଷକ ପିଆଜ କ୍ଷେତକୁ ସଫା କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
खुरपी की सहायता से निराई करना।
किसान प्याज के खेत को खुरपिआ रहा है।