ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସମରବେହିସ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସମରବେହିସ୍ତ   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାର ଆମ୍ବ

ଉଦାହରଣ : ସାରା ବଜାର ଟିକିନିଖି କରି ଖୋଜି ଆସିଲି,ହେଲେ ସମରବେହିସ୍ତ ଆମ୍ବ କେଉଁଠି ମିଳିଲା ନାହିଁ

ସମକକ୍ଷ : ସମରବେହିସ୍ତ ଆମ୍ବ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का आम।

सारा बाज़ार छान मारा पर समरबेहिस्त कहीं नहीं मिला।
समरबेहिस्त, समरबेहिस्त आम

Large oval tropical fruit having smooth skin, juicy aromatic pulp, and a large hairy seed.

mango

ଅର୍ଥ : ସମରବେହିସ୍ତ ଆମ୍ବର ଗଛ

ଉଦାହରଣ : ଏହି ସମରବେହିସ୍ତ ଆମ୍ବଗଛ ଉପରକୁ ଚଢ଼ିବା କଷ୍ଟକର ଲାଗୁଛି

ସମକକ୍ଷ : ସମରବେହିସ୍ତ ଆମ୍ବଗଛ


ଅନ୍ୟ ଭାଷାରେ ଅନୁବାଦ :

समरबेहिस्त आम का पेड़।

इस समरबेहिस्त पर चढ़ पाना मुश्किल लग रहा है।
समरबेहिस्त, समरबेहिस्त आम

Large evergreen tropical tree cultivated for its large oval fruit.

mangifera indica, mango, mango tree