ଅର୍ଥ : କାହାରିଦ୍ୱାରା କରାଯାଇଥିବା କାମ ବା ପ୍ରଦାନ କରାଯାଇଥିବା ପରାମର୍ଶକୁ ଠିକ୍ ବୋଲି ନିଜର ସ୍ୱୀକୃତି ଦେବା
ଉଦାହରଣ :
ଆମେ ଏହି ପ୍ରସ୍ତାବକୁ ଅନୁମୋଦନ କରୁଛୁ
ସମକକ୍ଷ : ଅନୁମୋଦନ
ଅନ୍ୟ ଭାଷାରେ ଅନୁବାଦ :
The act of providing approval and support.
His vigorous backing of the conservatives got him in trouble with progressives.ଅର୍ଥ : କ୍ଷମତାରେ ପୂର୍ଣ୍ଣ ହୋଇଥିବା ଅବସ୍ଥା ବା ଭାବ
ଉଦାହରଣ :
ଆପଣଙ୍କ ପାରିବାପଣରୁ ଏହି କାର୍ଯ୍ୟ ହୋଇପାରିଲା
ସମକକ୍ଷ : ତାକତ୍, ପାରିବାପଣ, ବଳ, ଶକ୍ତି
ଅନ୍ୟ ଭାଷାରେ ଅନୁବାଦ :
क्षमता से पूर्ण होने की अवस्था या भाव।
आपकी ताक़त के कारण ही यह कार्य हो सका।