ଅର୍ଥ : ସମାଜର ସେବାରେ ଲାଗିଥିବା ବ୍ୟକ୍ତି
ଉଦାହରଣ :
ଏଠାର ସମାଜସେବକ ପଚାଶଟି ଯୋଡା ବିବାହ କରାଇଛନ୍ତି
ସମକକ୍ଷ : ସମାଜସେବୀ
ଅନ୍ୟ ଭାଷାରେ ଅନୁବାଦ :
Someone employed to provide social services (especially to the disadvantaged).
caseworker, social worker, welfare worker