ଅର୍ଥ : ସମ୍ବେଦନଶୀଳ ହେବାର ଅବସ୍ଥା ବା ଭାବ
ଉଦାହରଣ :
ସରକାର ଲୋକଙ୍କ ସମସ୍ୟା ଗୁଡ଼ିକର ନିରାକରଣ ସମ୍ବେଦନଶୀଳତା ସହିତ କରିବା ଆବଶ୍ୟକ
ଅନ୍ୟ ଭାଷାରେ ଅନୁବାଦ :
संवेदनशील होने की अवस्था या भाव।
सरकार को जनता की समस्याओं का निराकरण संवेदनशीलता के साथ करना चाहिए।